Friday, October 2, 2026
30.6 C
Odisha

    ଘର କଳି ନେଲା ଉଗ୍ର ରୂପ, ବୋହୂ ଉପରକୁ ଗରମ ତେଲ ପକାଇଦେଲା ଶାଶୁ

    ଆଗକୁ ପଢନ୍ତୁ

    ସୋର : ଶାଶୁର ଆକ୍ରମଣରେ ବୋହୂ ଗୁରୁତର । ଶାଶୁ ବୋହୂର କଳି ନେଲା ଉଗ୍ର ରୂପ । ବୋହୂ ଉପରକୁ ଗରମ ତେଲ ପକାଇଲା ଶାଶୁ । ଗରମ ତେଲ ପକାଇ ମାରିବାକୁ ଉଦ୍ୟମ । ଗୁରୁତର ଅବସ୍ଥାରେ ମେଡିକାଲ ରେ ଭର୍ତ୍ତି। ବାଲେଶ୍ୱର ଖଇରା ଥାନା ମଠନୁଆଗାଁରେ ଅଭାବନୀୟ ଘଟଣା। ଗୁରୁତର ମହିଳାଙ୍କୁ ଖଇରା ମେଡିକାଲରେ ଭର୍ତ୍ତି ।

    ୫୦ପ୍ରତିଶତରୁ ଅଧିକ ପୋଡ଼ି ଯାଇଥିବା ସୁଚନା। ବିବାହ ପରଠାରୁ ଶାଶୁ ତାଙ୍କ ପ୍ରତି ଅତ୍ୟାଚାର ଅଭିଯୋଗ ଆଣିଛନ୍ତି ବୋହୂ । ମନ୍ଦାର ଫୁଲ ଡାଳକୁ ନେଇ ଶାଶୁ ବୋହୂ ମଧ୍ୟରେ ଦେଖାଦେଇଥିଲା । ଆଜି ସକାଳୁ ବୋହୂ ଉପରକୁ ଗରମ ତେଲ ଫୋପାଡ଼ି ଦେଇଥିଲେ ଶାଶୁ । ବୋହୂଙ୍କୁ ଉଦ୍ଧାର କରି ଖଇରା ମେଡିକାଲକୁ ଆଣିଥିଲେ। ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    57 %
    2.7kmh
    31 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ