Sunday, October 11, 2026
23.6 C
Odisha

    ଘର କାନ୍ଥ ଭୁଶୁଡ଼ି ଚାଲିଗଲା ନାବାଳିକାର ଜୀବନ

    ଆଗକୁ ପଢନ୍ତୁ

    କେଉଁଝର : ଆନନ୍ଦପୁର ନନ୍ଦିପଦା ଥାନା ବଡ଼ରମ୍ପାସ ଗାଁରେ ଅଘଟଣ। ଘର କାନ୍ଥ ଭୁଶୁଡ଼ି ଜଣେ ନାବାଳିକାର ଜୀବନ ଚାଲିଯାଇଛି। କାନ୍ଥ ଭୁଶୁଡ଼ି ପଡ଼ିବାରୁ ୮ବର୍ଷିଆ ନାବାଳିକାର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଭାଇ ଅଳ୍ପକେ ବର୍ତ୍ତିଯାଇଛନ୍ତି। ନାବାଳିକାର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.5kmh
    1 %
    Sat
    23 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ