Thursday, July 9, 2026
26.7 C
Odisha

    ଚର୍ଚ୍ଚାରେ ତିଖିରି ସରପଞ୍ଚ ଚାମେଲି, ହସ୍ପିଟାଲରେ ମିଳିଲାନି ବେଡ୍

    ଆଗକୁ ପଢନ୍ତୁ

    ଚର୍ଚ୍ଚାରେ ଥିବା ତିଖିରି ସରପଞ୍ଚ ଚାମେଲିଙ୍କୁ ହସ୍ପିଟାଲରେ ମିଳିଲାନି ବେଡ୍ । ଚିକିତ୍ସାଳୟରେ ଚଟାଣରେ ଚାଲିଥିଲା ଚିକିତ୍ସା । ଚର୍ଚ୍ଚାରେ ଥିବା ସରପଞ୍ଚ ଚାମେଲିଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ବେଡ୍ ନ ମିଳିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ବେଡ୍‌ ତଳେ ଶୋଇ ଚିକିତ୍ସିତ ହେଉଥିବା ଭିଡିଓ ଭାଇରାଲ ହେବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ବେଡ୍ ଯୋଗାଇ ଦେଇଛନ୍ତି ।
    ଅସୁସ୍ଥ ଅବସ୍ଥାରେ ହସ୍ପିଟାଲକୁ ଆସିଥିବା ସତ୍ତ୍ୱେ ତାଙ୍କ ପାଇଁ ବେଡ୍ ବ୍ୟବସ୍ଥା ହୋଇନପାରିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଶୁକ୍ରବାର ତାଙ୍କୁ କ୍ୟାବିନ ଦିଆଯାଇଥିଲା। ଚାମେଲିକୁ କେନ୍ଦ୍ରାପଡ଼ାର ବାରିମୂଳ ଉପକାରାଗାରରେ ଅସୁସ୍ଥତା ପରେ, କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କିନ୍ତୁ ଶଯ୍ୟା ନମିଳିବାରୁ ସେ ଚଟାଣରେ ଶୋଇଥିବା ଅବସ୍ଥାରେ ଚିକିତ୍ସା କରାଯାଉଥିଲା । ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ବେଡ ଯୋଗାଇ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.7 ° C
    26.7 °
    26.7 °
    81 %
    2kmh
    98 %
    Wed
    26 °
    Thu
    29 °
    Fri
    24 °
    Sat
    23 °
    Sun
    25 °

    ସମ୍ବନ୍ଧିତ