Thursday, October 8, 2026
23.5 C
Odisha

    ଚଳନ୍ତା ଟ୍ରେନରୁ ଖସି ଯୁବକ ଗୁରୁତର

    ଆଗକୁ ପଢନ୍ତୁ

    ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ମାର୍କୋଣା ରେଳ ଷ୍ଟେସନ ନିକଟରେ ଅଘଟଣ। ଚଳନ୍ତା ଟ୍ରେନରୁ ଖସି ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସିମୁଳିଆ ଏବଂ ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

    ମିଳିଥିବା ସୂଚନା ଅନୁଯାୟୀ ସୂଚନାରୁ ପ୍ରକାଶ ଆଜି ମଧ୍ୟାହ୍ନ ସମୟରେ ଗୌହାଟୀରୁ ସିକନ୍ଦରାବାଦ ଯାଉଥିବା ସ୍ପେଶାଲ ଟ୍ରେନଟି ମାର୍କୋଣା ରେଳ ଷ୍ଟେସନ ନିକଟରେ ଦ୍ରୁତ ବେଗରେ ଅତିକ୍ରମ କରୁଥିବା ବେଳେ ଜଣେ ଯୁବକ ଚଳନ୍ତା ଟ୍ରେନରୁ ଖସିପଡିଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଯୁବକ ଜଣକ ଆସାମ ଗୌହାଟୀ ଅଞ୍ଚଳର ମୁଭିଦୁଲ ଇସଲାମ ବୋଲି ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.5 ° C
    23.5 °
    23.5 °
    88 %
    1.6kmh
    4 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ