Monday, April 28, 2025
39.1 C
Odisha

    ଚାଣକ୍ୟ ନୀତି : ଅଯଥା ଦାନ ହୋଇଥାଏ ଦୁଃଖର କାରଣ

    ଆଗକୁ ପଢନ୍ତୁ

    ହିନ୍ଦୁ ଧର୍ମରେ ଦାନକୁ ଗୋଟିଏ ପୁଣ୍ୟ କାର୍ଯ୍ୟ ଏବଂ ମହତ କାର୍ଯ୍ୟ ଭାବରେ ଗ୍ରହଣ କରାଯାଇଥାଏ। ଦାନ ଦ୍ୱାରା ଦେବତାଙ୍କ ଆଶୀର୍ବାଦ ଲାଭ ହୋଇଥାଏ l ଚାଣକ୍ୟ ନିଜ ନୀତି ଶାସ୍ତ୍ରରେ ଦାନକୁ ନେଇ କିଛିଟା ମହତ୍ୱପୂର୍ଣ୍ଣ ନୀତି ଉଲେଖ କରିଛନ୍ତି l ଆଜି ଆସନ୍ତୁ ଜାଣିବା ଚାଣକ୍ୟ ନିଜ ନୀତି ଶାସ୍ତ୍ରରେ କେଉଁସବୁ କଥାକୁ ଉଲେଖ କରିଛନ୍ତି l
     ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ କହିଛନ୍ତି ଯେ ଦାନ ସମସ୍ତେ କରିବା ଜରୁରୀ ଏବଂ ଦାନ ସର୍ବଦା ନିଜ ଓଜନ ଅନୁସାରେ କରିବା ଜରୁରୀ l
     କିଛି ଲୋକ ଏଭଳି ଥାଆନ୍ତି ଯିଏ କି କୌଣସି ଚିନ୍ତା ନକରି ଦାନ କରି ଥାଆନ୍ତି l କିଛି ନଭାବି ଚିନ୍ତି ଦାନ କରିବା ଉଚିତ ନୁହେଁ l ଯଦି ଆମେ ଏଭଳି କିଛି କରୁଛୁ ତେବେ ଆମେ ନିଜର ସବୁକିଛି ହରେଇ ଦେଇଥାଉ। ଏଭଳି କରୁଥିବା ବ୍ୟକ୍ତି ନିଜେ ଋଣ ଭାରରେ ବୁଡି ଯାଇଥାଏ l
     ଚାଣକ୍ୟ ନୀତି ଅନୁସାରେ ଇତିହାସରେ ଏଭଳି କିଛି ବ୍ୟକ୍ତିଙ୍କ ଉଦାହରଣ ରହିଛି ଯିଏକି ଅଧିକ ମାତ୍ରାରେ ଧନ ଦାନ କରି ଋଣ ଭାରରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି l
     ଚାଣକ୍ୟଙ୍କ ନୀତି ଅନୁସାରେ ବ୍ୟକ୍ତି ବ୍ୟର୍ଥ ଖର୍ଚ୍ଚ ଠାରୁ ଦୂରେଇ ରହିବା ଜରୁରୀ l କାହିଁକି ନା ବ୍ୟର୍ଥ ଖର୍ଚ୍ଚ ଦ୍ୱାରା ମଣିଷ ଜୀବନ ଦରିଦ୍ରତା ଆଡକୁ ଗତି। କରିଥାଏ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    39.1 ° C
    39.1 °
    39.1 °
    13 %
    4.7kmh
    15 %
    Mon
    38 °
    Tue
    40 °
    Wed
    41 °
    Thu
    39 °
    Fri
    40 °

    ସମ୍ବନ୍ଧିତ