Friday, April 3, 2026
27 C
Odisha

    ଚିନ୍ତା ବଢ଼ାଇଲା ବାଂଲାଦେଶ: ‘ଭାରତ ପାକ୍‌ ଆକ୍ରମଣ କଲେ ଆମେ ଉତ୍ତର-ପୂର୍ବ ରାଜ୍ୟ ଦଖଲ କରିବା ଉଚିତ’

    ଆଗକୁ ପଢନ୍ତୁ

    ଢାକା: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଭାରତ ଅଣ୍ଟା ଭିଡ଼ିଛି। ଏଥିପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗିରହିଛି। ଯେକୌଣସି ପରିସ୍ଥିତିରେ କିଛି ବି ଘଟିପାରେ। ଏଭଳି ସ୍ଥିତିରେ ଅନ୍ୟତମ ପଡ଼ୋଶୀ ଦେଶ ବାଂଲାଦେଶ, ଭାରତର ମୁଣ୍ଡବଥା କରିବା ଭଳି ମନ୍ତବ୍ୟ ଦେଇଛି। ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ଘନିଷ୍ଠ ଭାବେ ଜଣାଶୁଣା ଅବସରପ୍ରାପ୍ତ ମେଜର ଜେନେରାଲ ଏଏଲ୍‌ଏମ୍‌ ଫଜଲୁର ରେହମାନ କହିଛନ୍ତି, ଯଦି ନୂଆଦିଲ୍ଲୀ ପାକିସ୍ତାନ ଉପରେ ଆକ୍ରମଣ କରେ ତେବେ ତାଙ୍କ ଦେଶ ଭାରତର ସାତଟି ଉତ୍ତର-ପୂର୍ବ ରାଜ୍ୟ ଉପରେ ଆକ୍ରମଣ କରି ଦଖଲ କରିନେବା ଉଚିତ। ରେହମାନ ଏହି ଲକ୍ଷ୍ୟ ହାସଲ ପାଇଁ ଚୀନ୍‌ର ସହଯୋଗ ଲୋଡ଼ିବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27 ° C
    27 °
    27 °
    42 %
    1.2kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ