Saturday, April 11, 2026
27.5 C
Odisha

    ଚିପ୍ସ ବୋଝେଇ ହାଇୱା ଧକ୍କାରେ ଯୁବକ ମୃତ

    ଆଗକୁ ପଢନ୍ତୁ

    ଜଳେଶ୍ୱର : ଚିପ୍ସ ବୋଝେଇ ହାଇୱା ଧକ୍କାରେ ଯୁବକ ମୃତ ।  ଘଟଣାସ୍ଥଳରେ ଉତ୍ତେଜନା  ।  ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନା ଡେମ୍ବୁରିଆ ଛକ ନିକଟରେ ସ୍କୁଟିକୁ ପଛପଟୁ ଧକ୍କା ଦେଲା ଚିପ୍ସ ବୋଝେଇ ହାଇୱା ।  ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଚମ୍ପଟ ମାରିଲା ହାଇୱା । ଘଟଣା ସ୍ଥଳରେ ଯୁବକଙ୍କ ମୃତଦେହକୁ ନେଇ ମୃତଦେହ ରଖି ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ ।  ମୃତ ଯୁବକ ଜଣକ ବାଣିଦା ଗ୍ରାମର ହରିଶ ମଣ୍ଡଳ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  କ୍ଷତିପୂରଣ ଦାବିରେ ରାଜ୍ଯ ରାଜପଥ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.5 ° C
    27.5 °
    27.5 °
    15 %
    1.5kmh
    0 %
    Sat
    28 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ