Sunday, October 4, 2026
22.7 C
Odisha

    ଛାତ୍ରଙ୍କ ଉପରେ ମାଡିଗଲା ଲକ୍ଷ୍ମୀ ବସ୍

    ଆଗକୁ ପଢନ୍ତୁ

    ବ୍ରହ୍ମପୁର : ମୋ ବସ୍ ପରେ ଲକ୍ଷ୍ମୀ ବସ୍ ସାଜିଲା ଯମ, ଲକ୍ଷ୍ମୀ ବସ୍ ନେଲା ଲୋକଙ୍କ ପ୍ରାଣ । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଗୁରୁତର ଯୁବକ । ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଗଉଞ୍ଜୁ-ଆରୁଆପଲ୍ଲୀ ରାସ୍ତାରେ ଛାତ୍ରଙ୍କ ସହ ଧକ୍କା ହୋଇଥିଲା ଲକ୍ଷ୍ମୀ ବସ୍ । ମୃତ ଯୁବକ ଜଣଙ୍କ ସ୍ଥାନୀୟ ଘରୋଇ କଲେଜରେ ପାଠ ପଢ଼ୁଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    74 %
    1.5kmh
    1 %
    Sat
    22 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ