Thursday, March 12, 2026
21.6 C
Odisha

    ଜଙ୍ଗଲରୁ ଉଦ୍ଧାର ହେଲା ସ୍କୁଲ ୟୁନିଫର୍ମ ପିନ୍ଧିଥିବା ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

    ଆଗକୁ ପଢନ୍ତୁ

    ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଥାନା ମାନ୍ୟମକୋଣ୍ଡା ପଞ୍ଚାୟତର ଏମପିଭି-୪୧ ଗାଁରେ ଅଭାବନୀୟ ଘଟଣା ଘଟିଛି । ସ୍କୁଲ ୟୁନିଫର୍ମ ପିନ୍ଧା ଅବସ୍ଥାରେ ଦୁହିଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଭୟ ଛାତ୍ରୀଙ୍କ ପରିଚୟ ମିଳିପାରିନାହିଁ । ସ୍କୁଲ ବ୍ୟାଗ, ଚପଲ, ଏଣେ ତେଣେ ପଡିରହିଛି । ଘଟଣାସ୍ଥଳରେ ମୋଟୁ ଥାନା ପୋଲିସ ପହଂଚିଥିଲେ । କୋରାପୁଟରୁ ସାଇଣ୍ଟିପିକ ଟିମ ଆସି ତଦନ୍ତ କରିବ ବୋଲି ସୂଚନା ଦେଇଛନ୍ତି ମୋଟୁ ଥାନା ଅଧିକାରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    27 %
    1.7kmh
    0 %
    Thu
    37 °
    Fri
    38 °
    Sat
    39 °
    Sun
    40 °
    Mon
    38 °

    ସମ୍ବନ୍ଧିତ