Friday, October 9, 2026
30.5 C
Odisha

    ଜଙ୍ଗଲରେ ହାତୀଙ୍କ ଖାଇବା ପାଇଁ ବ୍ୟବସ୍ଥା କରିବେ ରାଜ୍ୟ ସରକାର

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଜଙ୍ଗଲରେ ହାତୀଙ୍କ ଖାଇବା ପାଇଁ ବ୍ୟବସ୍ଥା କରିବେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହାକୁ ନେଇ କାର୍ଯ୍ୟ ଆରମ୍ଭ କରିଛି ବନ ବିଭାଗ । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଜଙ୍ଗଲରେ ହାତୀଙ୍କ ଖାଇବା ପାଇଁ କଣ୍ଟା ବାଉଁଶ ଲଗାଯାଇଛି । ଏହାସହ ହାତୀଙ୍କ ଖାଦ୍ୟ ପାଇଁ ବିଭିନ୍ନ ଗଛ ଜଙ୍ଗଲ ମଧ୍ୟରେ ଲଗାଯିବ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ନେଇ କାର୍ଯ୍ୟ ଆରମ୍ଭ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.5 ° C
    30.5 °
    30.5 °
    50 %
    3.4kmh
    0 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ