Friday, August 28, 2026
29.8 C
Odisha

    ଜଳିଗଲା ମାର୍କେଟ କମ୍ପ୍ଲେକ୍ସ, ପ୍ରାୟ ଆଠଟି ଦୋକାନରେ ଲାଗିଛି ନିଆଁ

    ଆଗକୁ ପଢନ୍ତୁ

    ବଲାଙ୍ଗିରି  :  ବଲାଙ୍ଗିର ଗାନ୍ଧିନଗରପଡାରେ ହୁତୁହୁତୁ ହୋଇ ଜଳିଗଲା ମାର୍କେଟ କମ୍ପ୍ଲେକ୍ସ ର  ଦୋକାନ ଘର । ଜାତୀୟ ରାଜପଥ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମାର୍କେଟ କମ୍ପ୍ଲେସରେ ଲାଗିଲା ନିଆଁ । ପ୍ରାୟ ଆଠଟି ଦୋକାନରେ ଲାଗିଛି ନିଆଁ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ଅଗ୍ନିକାଣ୍ଡ ର କାରଣ ଜଣାପଡି ନଥିଲେ ବି ସଟସର୍କିଟ ରୁ ନିଆଁଲାଗିଥିବା ଅନୁମାନ କରାଯାଉଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.8 ° C
    29.8 °
    29.8 °
    70 %
    4.6kmh
    91 %
    Fri
    29 °
    Sat
    30 °
    Sun
    27 °
    Mon
    27 °
    Tue
    23 °

    ସମ୍ବନ୍ଧିତ