Monday, January 19, 2026
28.9 C
Odisha

    ଜାଡ଼ରେ ଥରୁଛି ସାରା ଓଡ଼ିଶା, ଆଗକୁ ଆହୁରି ବଢ଼ିବ ଶୀତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଖସୁଛି ପାରଦ, ବଢୁଛି ଶୀତ । ଜାଡ଼ରେ ଥରୁଛି ସାରା ଓଡ଼ିଶା । ଉପକୂଳଠୁ ଆରମ୍ଭ କରି ଆଭ୍ୟନ୍ତରୀଣ ଯାଏ ସବୁଠି ଥଣ୍ଡା, ତା ସାଙ୍ଗକୁ ଥଣ୍ଡା ସୁଲୁସୁଲିଆ ପବନ।  ତେଣୁ ଆଗକୁ ଆହୁରି ବଢ଼ିବ ଶୀତ । ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ପ୍ରବଳ ଶୀତ ଅନୁଭୂତ ହେଉଛି । ୮ ଡିଗ୍ରୀ ତଳେ ରହିଛି ପାରଦ । ଶୀତରୁ ରକ୍ଷା ପାଇବାକୁ ନିଆଁ ପୁଇଁ ହେଉଛନ୍ତି ଲୋକ । ସକାଳୁ ସକାଳୁ ଚା ଦୋକାନରେ ବି ପ୍ରବଳ ଭିଡ ଜମୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    18 %
    2.1kmh
    0 %
    Mon
    30 °
    Tue
    31 °
    Wed
    30 °
    Thu
    30 °
    Fri
    31 °

    ସମ୍ବନ୍ଧିତ