Saturday, August 22, 2026
25.3 C
Odisha

    ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

    ଆଗକୁ ପଢନ୍ତୁ

    ବରଗଡ଼ : ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ।  ୧୧ ଦିନ ଧରି ଚାଲିବ ବିଶ୍ବର ସର୍ବବୃହତ ଖୋଳା ରଂଗ ମଞ୍ଚ ।  ଏନେଇ ଆଜି ସ୍ଥାପନ ହେବ ଶୁଭ ଖୁଣ୍ଟି ।  ବରଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ଵରୀଙ୍କ ଠାରେପୂଜାର୍ଚ୍ଚନା ପରେ ଏକ ଶୋଭାଯାତ୍ରା ବାହାରୀ ହାଟପଦା ସ୍ଥିତ ସଂଚାର ପଡିଆରେ ପହଞ୍ଚିବ ।

    ସଂଚାର ପଡିଆ ଠାରେ ସ୍ଥାପନ ହେବ ଶୁଭ ଖୁଣ୍ଟି ବା ଶୁଭ ଧ୍ଵଜା । ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ବରଗଡ଼ ଜିଲ୍ଲାପାଳ , ଏସପି ପ୍ରହଲ୍ଲାଦ ସାହାଇ ମିନା , କଂସ ଭୂମିକାରେ ଅଭିନୟ କରିବା ପାଇଁ ମନୋନୀତ ହୋଇଥିବା କଳାକାର ଭୂବନେଶ୍ବର ପ୍ରଧାନଙ୍କ ସମେତ କମିଟି ସଦସ୍ୟ ଉପସ୍ଥିତ ରହିବେ ।  ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଶୋଭାଯାତ୍ରା ହାଟପଦା ସଂଚାର ପଡିଆକୁ ପହଞ୍ଚିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.3 ° C
    25.3 °
    25.3 °
    93 %
    0.7kmh
    100 %
    Sat
    26 °
    Sun
    29 °
    Mon
    29 °
    Tue
    28 °
    Wed
    30 °

    ସମ୍ବନ୍ଧିତ