Monday, May 4, 2026
26.7 C
Odisha

    ଜିଲ୍ଲା ମାନ୍ୟତା ଦାବିରେ ଆଠଗଡରେ ୧୨ ଘଣ୍ଟିଆ ବନ୍ଦ, ଗାଡି ଚଳାଚଳ ବନ୍ଦ

    ଆଗକୁ ପଢନ୍ତୁ

    ଆଠଗଡ: ଜିଲ୍ଲା ମାନ୍ୟତା ଦାବିରେ ଆଠଗଡରେ୧୨ ଘଣ୍ଟିଆ ବନ୍ଦର ପ୍ରଭାବ । ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ଠପ ହୋଇଛି । ଆଠଗଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ୬୫ ନମ୍ବର ରାଜ୍ୟ ରାଜପଥର ଆଠଗଡ ଚାନ୍ଦବାଲି ଛକରେ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ବନ୍ଦ ଡାକରାକୁ ଆଠଗଡ଼ ବୁଦ୍ଧିଜୀବୀ ସଂଘ, ସାହିତ୍ୟ ସମାଜ, ପୌରାଞ୍ଚଳ ବରିଷ୍ଠ ନାଗରିକ ମଞ୍ଚ, ଆଠଗଡ଼ ଗଡଜାତ ପରିକ୍ରମା ଓ ଆଠଗଡ଼ ଅବସର ପ୍ରାପ୍ତସେନା ବାହିନୀ କର୍ମଚାରୀ ସଂଘ ସମର୍ଥନ ଜଣାଇଛି । ଆଠଗଡ଼ରୁ ପୁରୁଣା କଟକ ସମ୍ବଲପୁର ରାସ୍ତା ଦେଇ ଯାଉଥିବା ପଶ୍ଚିମାଞ୍ଚଳ ଓ ଛତିଶିଗଡ଼କୁ ଯାତାୟାତ ସମ୍ପୂର୍ଣ ଠପ୍ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.7 ° C
    26.7 °
    26.7 °
    60 %
    3kmh
    100 %
    Mon
    27 °
    Tue
    37 °
    Wed
    38 °
    Thu
    39 °
    Fri
    41 °

    ସମ୍ବନ୍ଧିତ