Saturday, August 22, 2026
25.3 C
Odisha

    ଝାଡ଼ାବାନ୍ତି ଆତଙ୍କ : ଜଣେ ଛାତ୍ରୀ ମୃତ, ୪୦ରୁ ଅଧିକ ଆକ୍ରାନ୍ତ

    ଆଗକୁ ପଢନ୍ତୁ

    ରାୟଗଡା : ଝାଡ଼ାବାନ୍ତି ଆତଙ୍କ । ଜଣେ ଛାତ୍ରୀ ମୃତ, ୪୦ରୁ ଅଧିକ ଆକ୍ରାନ୍ତ । ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ନଳିନୀ ବିଦ୍ୟାମନ୍ଦିରରେ ଝାଡ଼ାବାନ୍ତି ଆତଙ୍କ । ୪୦ରୁ ଅଧିକ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କୁ ବିଷମକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳକୁ ଯାଇଛନ୍ତି ମେଡିକାଲ ଟିମ୍ । ଗତକାଲି ରାତିରେ ୪ଜଣଙ୍କୁ ଝାଡ଼ାବାନ୍ତି ହୋଇଥିଲା । ପରେ ୪୦ ଜଣ ଆକ୍ରାନ୍ତ ହୋଇଛନ୍ତି । ଏଥିରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ର ଲଗ୍ନା ଉର୍ଲାକାଙ୍କ ମୃତ୍ୟୁ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.3 ° C
    25.3 °
    25.3 °
    93 %
    0.7kmh
    100 %
    Sat
    26 °
    Sun
    29 °
    Mon
    29 °
    Tue
    28 °
    Wed
    30 °

    ସମ୍ବନ୍ଧିତ