Tuesday, September 29, 2026
22.7 C
Odisha

    ଟିଟିଲାଗଡ଼ରେ ଅଂଶୁଘାତରେ ଜଣେ ମୃତ

    ଆଗକୁ ପଢନ୍ତୁ

    ଟିଟିଲାଗଡ଼ : ରାଜ୍ୟରେ ପାରଦ ମିଟର ବଢିଚାଲିଛି । ଅଧିକାଂଶ ଜିଲ୍ଲାରେ 40 ଉପରେ ତାପମାତ୍ରା । ଏହା ଭିତରେ ଆସିଛି ଏକ ଅଂଶୁଘାତ ମୃତ୍ୟୁ ଖବର । ଗତ 25 ତାରିଖ ଟିଟିଲାଗଡ ସହରର ମହାରାଜ ସାଗର ହିଡ ଉପରୁ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଥିଲା । ମୃତକଙ୍କୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା । ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଯୁବକଙ୍କର ପରିଚୟ ମିଳିନଥିବା ବେଳେ ଟିଟିଲାଗଡ଼ରେ ଏହାକୁ ଚଳିତ ବର୍ଷର ପ୍ରଥମ ଅଂଶୁଘାତଜନିତ ମୃତ୍ୟୁ ବୋଲି ଡାକ୍ତର କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    86 %
    1.4kmh
    3 %
    Tue
    30 °
    Wed
    30 °
    Thu
    29 °
    Fri
    30 °
    Sat
    31 °

    ସମ୍ବନ୍ଧିତ