Sunday, October 4, 2026
22.7 C
Odisha

    ଟ୍ରକ-ଟ୍ରଲର ମୁହଁlମୁହିଁ ଧକ୍କା, ଚାଳକ ମୃତ

    ଆଗକୁ ପଢନ୍ତୁ

    ପର୍ଜଙ୍ଗ  : ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅଞ୍ଚଳ ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। କୁଆଳୋ ପଞ୍ଚାୟତ ପରମହଂସପୁର ସୂର୍ଯ୍ୟ ଢାବା ସମ୍ମୁଖ ବୁଲାଣିରେ ବିଳମ୍ବିତ ରାତିରେ ଟ୍ରକ୍ ଓ ଟ୍ରଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ଟ୍ରକ୍ ଚାଳକଙ୍କ ମୃତ୍ୟୁ ଘଟିଛି।

    ଖବର ପାଇ ପର୍ଜଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଛି। ଦୁର୍ଘଟଣାର କାରଣ ଏବଂ ମୃତକଙ୍କ ପରିଚୟ ନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    74 %
    1.5kmh
    1 %
    Sat
    22 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ