Thursday, September 19, 2024
24.5 C
Odisha

    ଟ୍ରମ୍ପଙ୍କୁ ଭେଟିଲେ ନେତାନ୍ୟାହୁଁ; ଆମେରିକାରେ ରାଜନୀତି ସରଗରମ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଉପରେ ରହିଛି ପୁରା ବିଶ୍ବର ନଜର । ରିପବଲିକ ପ୍ରାର୍ଥୀ ଟ୍ରମ୍ପ ଭର୍ସେସ ଡେମୋକ୍ରାଟିକ ପ୍ରାର୍ଥୀ କମଲା ହାରିସ ଙ୍କ ମଧ୍ୟରେ ଆରମ୍ଭ ହୋଇ ସାରିଛି ନିର୍ବାଚନୀରଣନୀତି । ଏହାରି ଭିତରେ ଫ୍ଲୋରିଡା ପହଂଚି ଟ୍ରମ୍ପଙ୍କୁ ଭେଟିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନ୍ୟାହୁଁ । ସେ ତାଙ୍କ ପତ୍ନୀଙ୍କ ସହ ଟ୍ରମ୍ମଙ୍କୁ ଭାଟିବା ସହିତ ଆଗକୁ ନିର୍ବାଚନ ପାଇଁ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ହମାସ ଦ୍ବାରା ପଣବନ୍ଦୀ କରାଜାଇଥିବା ଇସ୍ରାଏଲୀ ମାନଙ୍କ ମୁକ୍ତି ନେଇ ମଧଯ ର୍ଟମ୍ପଙ୍କ ସହ ଆଲେଇଚନା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ । ତେବେ ୨୦୨୪ ନିର୍ବାଚନ ରେ ଟ୍ରମ୍ପଙ୍କ ବିଜଯକୁ ନେଇ ସଂକେତ ଦେଖାଜାଉଥିବା ବେଳେ ନେତାନିାହୁ ଟ୍ରମ୍ପଙ୍କୁ ଭେଟିବା କୁ ନେଇ ଆକଳନ କରାଯାଉଛି । ୨୦୨୦ରେ ବାଇଡେନକୁ ସମର୍ଥନ କରିଥିବାରୁ ନେତାନାହୁ ଏବଂ ଟ୍ରମ୍ପଙ୍କ ମଧଯରେ ସଂପର୍କ ଠିକ୍ ନଥିବାର କୁହାଜାଉଥିବା ବେଳେ..ବରତ୍ମାନ ଆମେରିକା ନିର୍ବାଚନର ସ୍ଥିତି ପରଖି ଥିବା ନେତାନାହୁ ଟ୍ରମ୍ପଙ୍କ ସହ ସଂପର୍କ ସୁଧାରିବାକୁ ଆମେରିକା ପହଂଚିଛନ୍ତି ବୋଲି କୁହାଯାଉଛି ।
    ଅନ୍ୟପଟେ ଟ୍ରମ୍ପ ତାଙ୍କର ପ୍ରତିଦ୍ବନ୍ଦୀ କମଲା ହାରିସ ଙ୍କୁ ଇସ୍ରାଏଲ ର ବିରୋଧୀ ବୋଲି କହିବାକୁ ପଛଛାଇ ନାହାନ୍ତି ଟ୍ରମ୍ପ । ହାରିସ ଆମେରିକାର ସ୍ୱାର୍ଥ ବିରୋଧୀ । ତାଙ୍କୁ ସମର୍ଥନ କରୁଥିବା ଦଳ ଦେଶ ପାଇଁ କଳଙ୍କ ବୋଲି କହି ଡେମୋକ୍ରାଟ ଦଳ ଏବଂ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍ ଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    91 %
    1.4kmh
    97 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ