Friday, March 20, 2026
21.1 C
Odisha

    ଠାବ ହେଲା ଦେଶୀ ବନ୍ଧୁକ କାରଖାନା, ୨ ଗିରଫ

    ଆଗକୁ ପଢନ୍ତୁ

    ମୋହନା : ବନ୍ଧୁକ କାରଖାନା ଉପରେ ଚଢାଉ । ୧୨ଟି ଦେଶୀ ବନ୍ଧୁକ ଜବତ । ଗଜପତି ଜ଼ିଲ୍ଲା ମୋହନା ପୋଲିସକୁ ବଡ଼ ସଫଳତା । ମୋହନା ଥାନା ଗୋଲାପାଜୁ ଗାଁ ଜଙ୍ଗଲରେ ଚଢାଉ କରି ୧୨ ଟି ଦେଶୀ ବନ୍ଧୁକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଛି ପୋଲିସ । ତିନି ବର୍ଷ ଧରି ଚାଲିଥିଲା ଏହି ଦେଶୀ ବନ୍ଧୁକ ତିଆରି କାରଖାନା। ବନ୍ଧୁକ ତିଆରି କରୁଥିବା ଘନଶ୍ୟାମ ପ୍ରଧାନ ସହ ବନ୍ଧୁକ କିଣୁଥିବା ବ୍ୟକ୍ତ ହରିଶ୍ଚନ୍ଦ୍ର ମଳିକଙ୍କୁ ମଧ୍ୟ ଗିରଫ କରିଛି ପୋଲିସ। ବନ୍ଧୁକ ତିଆରି କରି ଗଜପତି ଜିଲ୍ଲା ସମେତ ଗଞ୍ଜାମ, କନ୍ଧମାଳ ଏବଂ ରାୟଗଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିକ୍ରି କରୁଥିଲା ଘନଶ୍ୟାମ। ଏହି ବନ୍ଧୁକ ଗୁଡ଼ିକ ମୁଖ୍ୟତଃ ଶିକାର ପାଇଁ ବ୍ୟବହୃତ ହେଉଥିବା ସୂଚନା ଦେଇଛି ପୋଲିସ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.1 ° C
    21.1 °
    21.1 °
    77 %
    0.5kmh
    100 %
    Fri
    22 °
    Sat
    32 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ