Sunday, March 29, 2026
39.1 C
Odisha

    ଡେ-କେୟାର ସେଣ୍ଟରରେ ପଶି ଆଖିବୁଜା ଗୁଳିମାଡ଼ କଲେ ପୂର୍ବତନ ପୋଲିସ ଅଧିକାରୀ, ୨୨ ପିଲାଙ୍କ ସମେତ ୩୪ ମୃତ

    ଆଗକୁ ପଢନ୍ତୁ

    ଥାଇଲାଣ୍ଡ : ଥାଇଲାଣ୍ଡ ପୁର୍ବତନ ପୋଲିସ ଅଧିକାରୀଙ୍କ ବର୍ବରକାଣ୍ଡ । ଅଧିକାରୀ ଜଣକ ଏକ ଡେ-କେୟାର ସେଣ୍ଟରରେ ପଶି ଆଖିବୁଜା ଗୁଳିଚାଳନା କରିଛନ୍ତି । ଘଟଣାରେ ଅତିକମରେ ୩୪ ଜଣଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି । ଏମାନଙ୍କ ଭିତରେ ୨୨ ଜଣ ପିଲା ଏବଂ ୧୨ ଜଣ ବୟସ୍କ ଲୋକ ରହିଛନ୍ତି ।

    ସ୍ଥାନୀୟ ପ୍ରଶାସନ ଅନୁସାରେ, ଏହା ଦେଶର ଇତିହାସରେ ସବୁଠାରୁ ବଡ଼ ଗଣହତ୍ୟା । ଘଟଣା ପରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି । ପୋଲିସ ମାମଲାର ଯାଞ୍ଚ କରୁଛି ଏବଂ ଗୁଳିକାଣ୍ଡର କାରଣ ଖୋଜିବାକୁ ଚେଷ୍ଟା କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.1 ° C
    39.1 °
    39.1 °
    12 %
    3.7kmh
    2 %
    Sun
    39 °
    Mon
    41 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ