Friday, January 16, 2026
16.1 C
Odisha

    ଡ. ଅଚ୍ୟୁତ ସାମନ୍ତ ଜଣେ ଭଗବାନଙ୍କ ପ୍ରତିନିଧି’ : ସୁଦାମ ମାରାଣ୍ଡି, ବିଶିଷ୍ଟ ଆଦିବାସୀ ନେତା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଡ. ଅଚ୍ୟୁତ ସାମନ୍ତ ଜଣେ ଭଗବାନଙ୍କ ପ୍ରତିନିଧି ।  ଏହା କହିଛନ୍ତି ବିଶିଷ୍ଟ ଆଦିବାସୀ ନେତା ସୁଦାମ ମାରାଣ୍ଡି ।  ଡକ୍ଟର ଅଚ୍ୟୁତ ସାମନ୍ତ ଆଦିବାସୀ ସମାଜ ପାଇଁ ଯାହା କରିଛନ୍ତି ।  ଯେଉଁମାନେ ଭଲ ଦୃଷ୍ଟିରେ ଦେଖୁଛନ୍ତି ।  ସେମାନେ ତାଙ୍କୁ ପ୍ରଶଂସା କରି ରହି ପାରିବେ ନାହିଁ ।  ବିଭିନ୍ନ ସମୟରେ ଭଗବାନ ବିଭିନ୍ନ ବ୍ଯକ୍ତି ବିଶେଷଙ୍କୁ ଜନ୍ମ ଦେଇଥାନ୍ତି ।  ସେମାନେ ସମାଜରେ ଭଲ କାମ କରିଥାନ୍ତି ।  ସେ ମଧ୍ୟରୁ ଡକ୍ଟର ଅଚ୍ୟୁତ ସାମନ୍ତ ଜଣେ ।  ସରକାରଙ୍କ ପରେ ଯଦି କେହି ଆଦିବାସୀଙ୍କ ବିକାଶ କଥା ଚିନ୍ତା କରୁଛନ୍ତି ସେ ହେଉଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ ।  ଯେଉଁମାନେ ତାଙ୍କୁ ଇର୍ଷା କରୁଛନ୍ତି ସେଥିରୁ କ୍ଷାନ୍ତ ରହିବା ଦରକାର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    16.1 ° C
    16.1 °
    16.1 °
    27 %
    1.7kmh
    53 %
    Fri
    16 °
    Sat
    29 °
    Sun
    30 °
    Mon
    31 °
    Tue
    32 °

    ସମ୍ବନ୍ଧିତ