Saturday, May 30, 2026
40.9 C
Odisha

    ଡ. ଅଚ୍ୟୁତ ସାମନ୍ତ ଜଣେ ଭଗବାନଙ୍କ ପ୍ରତିନିଧି’ : ସୁଦାମ ମାରାଣ୍ଡି, ବିଶିଷ୍ଟ ଆଦିବାସୀ ନେତା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଡ. ଅଚ୍ୟୁତ ସାମନ୍ତ ଜଣେ ଭଗବାନଙ୍କ ପ୍ରତିନିଧି ।  ଏହା କହିଛନ୍ତି ବିଶିଷ୍ଟ ଆଦିବାସୀ ନେତା ସୁଦାମ ମାରାଣ୍ଡି ।  ଡକ୍ଟର ଅଚ୍ୟୁତ ସାମନ୍ତ ଆଦିବାସୀ ସମାଜ ପାଇଁ ଯାହା କରିଛନ୍ତି ।  ଯେଉଁମାନେ ଭଲ ଦୃଷ୍ଟିରେ ଦେଖୁଛନ୍ତି ।  ସେମାନେ ତାଙ୍କୁ ପ୍ରଶଂସା କରି ରହି ପାରିବେ ନାହିଁ ।  ବିଭିନ୍ନ ସମୟରେ ଭଗବାନ ବିଭିନ୍ନ ବ୍ଯକ୍ତି ବିଶେଷଙ୍କୁ ଜନ୍ମ ଦେଇଥାନ୍ତି ।  ସେମାନେ ସମାଜରେ ଭଲ କାମ କରିଥାନ୍ତି ।  ସେ ମଧ୍ୟରୁ ଡକ୍ଟର ଅଚ୍ୟୁତ ସାମନ୍ତ ଜଣେ ।  ସରକାରଙ୍କ ପରେ ଯଦି କେହି ଆଦିବାସୀଙ୍କ ବିକାଶ କଥା ଚିନ୍ତା କରୁଛନ୍ତି ସେ ହେଉଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ ।  ଯେଉଁମାନେ ତାଙ୍କୁ ଇର୍ଷା କରୁଛନ୍ତି ସେଥିରୁ କ୍ଷାନ୍ତ ରହିବା ଦରକାର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    40.9 ° C
    40.9 °
    40.9 °
    24 %
    3.3kmh
    24 %
    Sat
    36 °
    Sun
    40 °
    Mon
    40 °
    Tue
    40 °
    Wed
    43 °

    ସମ୍ବନ୍ଧିତ