Monday, September 28, 2026
29.4 C
Odisha

    ଥ୍ୟାଙ୍କସ ଓ ଥ୍ୟାଙ୍କୟୁ ମଧ୍ୟରେ କଣ ରହିଛି ଫରକ ଆସନ୍ତୁ ଜାଣିବା

    ଆଗକୁ ପଢନ୍ତୁ

    ଆମେ ଅନ୍ୟ ନିକଟରୁ କିଛିଟା ସାହାଯ୍ୟ ପାଇବା କ୍ଷଣି କୃତଜ୍ଞତା ଜଣାଇ ତୁରନ୍ତ କହି ଦେଇଥାଇ ଥ୍ୟାଙ୍କସ କିମ୍ବା ଥ୍ୟାଙ୍କୟୁ।ଯାହାକି ଆମ ପ୍ରତିଦିନ ପାଟିରୁ ବାହାରୁଥିବା ଗୋଟିଏ ସାଧାରଣ ଶବ୍ଦ ଅଟେ।ଏହା ଅନ୍ୟପ୍ରତି କୃତଜ୍ଞତା ପ୍ରକଟ କରିବାର ଗୋଟିଏ ସୁନ୍ଦର ଓ ଭଦ୍ର ଜରିଆ ଅଟେ।କିନ୍ତୁ କୃତଜ୍ଞତା ଜଣାଇବାର ଦୁଇଟି ସବ୍ଧ ଥ୍ୟାଙ୍କସ ଓ ଥ୍ୟାଙ୍କୟୁ ମଧ୍ୟରେ କଣ ରହିଛି ଫରକ ତାହା ଆପଣ ଜାଣିଛନ୍ତି କି ?

    ଏହି ଦୁଇଟି ଶବ୍ଦ ଆମେ ସମସ୍ତେ ନିୟମିତ ବ୍ୟବହାର କରିଥିଲେ ମଧ୍ୟ ଏହାର ଅର୍ଥ ଏବଂ ପ୍ରୟୋଗ ବିଷୟରେ ଆମେ ଜାଣିନଥାଉ ଏବଂ ଭାବି ନେଇଥାଉ ଯେ ଏହି ଦୁଇଟି ଶବ୍ଦର ଗୋଟିଏ ଅର୍ଥ ରହୁଛି।ଇଂରାଜୀରେ ଥ୍ୟାଙ୍କସ ହେଉଛି ଗୋଟିଏ ଅନଉପଚାରିକ ଶବ୍ଦ ଅଟେ, ଯେବେକି ଥ୍ୟାଙ୍କୟୁ ଗୋଟିଏ ଉପଚାରିକ ଶବ୍ଦ।ଶବ୍ଦକୋଷର ସୂଚନା ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କ ଦ୍ୱାରା ଆପଣଙ୍କ ସମ୍ପର୍କ ଭଲ ହୋଇଥାଏ ଏବଂ ସେ ଆପଣଙ୍କର ସାହାଯ୍ୟ କରିଥାଏ ତେବେ ତାଙ୍କୁ ଥ୍ୟାଙ୍କସ କହି କୃତଜ୍ଞତା ଜଣାଯାଇଥାଏ।ଏହା ବିଶେଷ ଭାବରେ ନିବିଡ଼ ବନ୍ଧୁ, ସହଯୋଗୀ, କିମ୍ବା ନିଜ ଲୋକଙ୍କୁ କୁହାଯାଇଥାଏ।ଅନ୍ୟ ପକ୍ଷରେ ଯଦି କୌଣସି ବ୍ୟକ୍ତି ନିକଟରୁ ଆପଣଙ୍କର ବ୍ୟକ୍ତିଗତ ସମ୍ବନ୍ଧ ନାହିଁ କିନ୍ତୁ ସେ ଆପଣଙ୍କର ସାହାଯ୍ୟ କରୁଛି ତେବେ ଆପଣ ସେହି ସ୍ଥାନରେ ବିନମ୍ର ଜଣାଇ ଥ୍ୟାଙ୍କୟୁ କହିଥାନ୍ତି।କେବଳ ଏତିକି ନୁହେଁ ପରିବାରରେ ନିଜ ଠାରୁ ବଡ଼ମାନଙ୍କ ପ୍ରତି କୃତଜ୍ଞତା ଜଣାଇ ଥ୍ୟାଙ୍କୟୁ କୁହାଯାଇଥାଏ ମଧ୍ୟ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.4 ° C
    29.4 °
    29.4 °
    68 %
    2.9kmh
    13 %
    Mon
    28 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ