Monday, May 25, 2026
32.8 C
Odisha

    ଦଣ୍ଡନାଚ ପାଇଁ ଟେଣ୍ଟ ପ୍ରସ୍ତୁତି ବେଳେ ଅଘଟଣ, ୧୧ କେଭି ବିଦ୍ୟୁତ୍ ତାର ଲାଗି ୩ ମୃତ

    ଆଗକୁ ପଢନ୍ତୁ

    ଅନୁଗୁଳ : ଦଣ୍ଡନାଚ ପାଇଁ ଟେଣ୍ଟ ପ୍ରସ୍ତୁତି ବେଳେ ଅଘଟଣ । ୧୧ କେଭି ବିଦ୍ୟୁତ୍ ତାର ଲାଗି ୩ ମୃତ, ଦୁଇ ଗୁରୁତର । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଲିମି ଥାନା ପାଟଲା ଗାଁରେ ଅଘଟଣ। ଷ୍ଟିଲ ବାରରେ ବିଦ୍ୟୁତ୍ ତାର ଲାଗିବାରୁ୫ ଦଣ୍ଡୁଆ ଗୁରୁତର ହୋଇଥିଲେ। ସମସ୍ତଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ମୃତ ଘୋଷଣା କରାଯାଇଛି । ମୃତକଙ୍କ ମଧ୍ୟରୁ ୨ ଜଣ ବିଡ଼ୋ ଗାଁର, ଜଣେ ପାଟଲା ଗାଁର ବୋଲି ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    32.8 ° C
    32.8 °
    32.8 °
    36 %
    2.7kmh
    62 %
    Mon
    31 °
    Tue
    44 °
    Wed
    46 °
    Thu
    46 °
    Fri
    45 °

    ସମ୍ବନ୍ଧିତ