Tuesday, June 2, 2026
31.7 C
Odisha

    ଦିଲ୍ଲୀରେ ପହଞ୍ଚିଛନ୍ତି ୟୁରୋପୀୟ କମିଶନର ଅଧ୍ୟକ୍ଷ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :  ଦିଲ୍ଲୀରେ ପହଞ୍ଚିଛନ୍ତି ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନ୍ । ୭୭ତମ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ଲେଏନ୍ ।

    ୭୭ତମ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବରେ ଲେଏନ୍ ଏବଂ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ ଲୁଇସ୍ ସାଣ୍ଟୋସ୍ ଡା-କୋଷ୍ଟା ଅତିଥି ଭାବେ ଯୋଗଦେବେ । ଗଣତନ୍ତ୍ର ଦିବସ ସମାରୋହ ସହ ଏମାନେ ଆଗାମୀ ୨୭ରେ ହେବାକୁ ଥିବା ୧୬ତମ ୟୁରୋପ-ଭାରତ ଶିଖର ସମ୍ମିଳନୀରେ ୟୁରୋପର ପ୍ରତିନିଧିତ୍ୱ କରିବେ । ଏହି ଶିଖର ସମ୍ମିଳନୀରେ ପ୍ରମୁଖ FTA ଆଲୋଚନା ଏବଂ ସମସ୍ତ ଚୁକ୍ତି ବିଷୟରେ ଆଲୋଚନା ହେବାର ସମ୍ଭାବନା ଅଛି । ଲେଏନ୍ ଓ ଡା-କୋଷ୍ଟା ଙ୍କୁ ଦିଲ୍ଲୀ ବିମାନବନ୍ଦରରେ କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ଜିତିନ୍ ପ୍ରସାଦ ସ୍ୱାଗତ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.7 ° C
    31.7 °
    31.7 °
    49 %
    1kmh
    20 %
    Tue
    39 °
    Wed
    41 °
    Thu
    41 °
    Fri
    42 °
    Sat
    42 °

    ସମ୍ବନ୍ଧିତ