Tuesday, December 23, 2025
15.8 C
Odisha

    ଦିଲ୍ଲୀର ଦୁଇଟି କଲେଜକୁ ବୋମା ଧମକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦୁଇଟି କଲେଜକୁ ବୋମା ଧମକ ମିଳିଛି । ରାମଜସ କଲେଜ ଏବଂ ଦେଶବନ୍ଧୁ କଲେଜକୁ ଧମକପୂର୍ଣ୍ଣ ଇମେଲ୍‌ ଆସିଛି । ଇମେଲ୍‌ ପାଇବା ପରେ ଦିଲ୍ଲୀ ପୁଲିସ ଏକ ବୋମା ସ୍କ୍ୱାଡ ଏବଂ ଡଗ୍‌ ସ୍କ୍ୱାଡ୍‌ ସହିତ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛନ୍ତି । ଉଭୟ କ୍ୟାମ୍ପସକୁ ଖାଲି କରାଯାଇଛି । ଏପର୍ଯ୍ୟନ୍ତ ସର୍ଚ୍ଚ ଅପରେସନରେ କୌଣସି ସନ୍ଦିଗ୍ଧ ବସ୍ତୁ କିମ୍ବା ବିସ୍ଫୋରକ ମିଳିନାହିଁ । ପୁରା କଲେଜ ପରସରକୁ ଖାଲି କରି ପ୍ରତ୍ୟେକ କୋରେ ତଲାସି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    15.8 ° C
    15.8 °
    15.8 °
    51 %
    1.6kmh
    56 %
    Tue
    16 °
    Wed
    27 °
    Thu
    27 °
    Fri
    27 °
    Sat
    28 °

    ସମ୍ବନ୍ଧିତ