Friday, May 15, 2026
42.4 C
Odisha

    ଦିଲ୍ଲୀ ଅଭିମୁଖେ ବଳଙ୍ଗା ଥାନା ଅଧିକାରୀ, ପୀଡିତାଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିବେ

    ଆଗକୁ ପଢନ୍ତୁ

    ପିପିଲି : ଦିଲ୍ଲୀ ଅଭିମୁଖେ ବଳଙ୍ଗା ଥାନା ଅଧିକାରୀ । ବଳଙ୍ଗା ଥାନା ଅଧିକାରୀ ଦିବ୍ୟ ରଞ୍ଜନ ପଣ୍ଡା ଓ ପୁରୀ ପୋଲିସ ହେଡ଼ କ୍ଵାଟର ମହିଳା DSP କଳ୍ପନା କାହଂରି ଦିଲ୍ଲୀ ଯାଇଛନ୍ତି । ସଂଧ୍ୟା ୫ଟାରେ ଫ୍ଲାଇଟ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ଦିଲ୍ଲୀ ଏମ୍ସରେ ଥିବା ପୀଡିତାଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରାଯିବ । ଏହି ଘଟଣାରେ ଇନଭେସ୍ଟିକେସନ ଅଫିସର ଅଛନ୍ତି ପୁରୀ ପୋଲିସ ହେଡ଼ କ୍ଵାଟର ମହିଳା DSP କଳ୍ପନା କାହଂରି । ତେଣୁ ଉଭୟ ବଳଙ୍ଗା ଥାନା ଅଧିକାରୀ ଓ IO ଦିଲ୍ଲୀ ଅଭିମୂଖେ ଯାତ୍ରା କରିଛନ୍ତି । ଏପଟେ ଦିଲ୍ଲୀରୁ ଫେରିବେ ପୂର୍ବରୁ ଯାଇଥିବା କ୍ରାଇମବ୍ରାଞ୍ଚ ଓ ବଳଙ୍ଗା ଥାନା ମହିଳା ଏଏସଆଇ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    42.4 ° C
    42.4 °
    42.4 °
    18 %
    3.1kmh
    54 %
    Fri
    42 °
    Sat
    42 °
    Sun
    42 °
    Mon
    46 °
    Tue
    47 °

    ସମ୍ବନ୍ଧିତ