Monday, September 21, 2026
24 C
Odisha

    ଟିଟିଲାଗଡ଼ରେ ୨୦ ହଜାର ଟଙ୍କାରେ ବିକ୍ରି ହେଲା ଶିଶୁ କନ୍ୟା!

    ଆଗକୁ ପଢନ୍ତୁ

    ଟିଟିଲାଗଡ଼ : ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ରେ ୨୦ ହଜାର ଟଙ୍କାରେ ବିକ୍ରି ହେଲା ଶିଶୁ କନ୍ୟା। ଭାଲେଗାଁ ପଞ୍ଚାୟତ ବାଗଡେର୍ ଗାଁରେ ଶିଶୁ କନ୍ୟା ବିକ୍ରି ହୋଇଥିବା ଅଭିଯୋଗ ହୋଇଥିବାବେଳେ ଦାରିଦ୍ର୍ୟତା ଯୋଗୁଁ ଏପରି କରାଯାଇଛି ବୋଲି ଅଭିଯୋଗ ହୋଇଛି।

    ଟିଟିଲାଗଡ଼ରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟ କଲାପରି ଘଟଣା। ଯେଉଁଠି ଜଣେ ଦମ୍ପତ୍ତି ନିଜର ଶିଶୁକନ୍ୟାଙ୍କୁ ମାତ୍ର 20 ହଜାର ଟଙ୍କାରେ ବିକ୍ରି କରିଦେଇଛନ୍ତି। ଟଙ୍କାର ଅଭାବ ହେତୁ ଏପରି କରାଯାଇଛି ବୋଲି ଅଭିଯୋଗ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24 ° C
    24 °
    24 °
    95 %
    1.1kmh
    100 %
    Sun
    24 °
    Mon
    28 °
    Tue
    28 °
    Wed
    28 °
    Thu
    23 °

    ସମ୍ବନ୍ଧିତ