Saturday, October 3, 2026
23.6 C
Odisha

    ଦିଲ୍ଲୀ- ଏନସିଆରରେ ବର୍ଷା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରର ଅନେକ ସ୍ଥାନରେ ଗତକାଲି ବର୍ଷା ହୋଇଛି। ଦିଲ୍ଲୀରେ ଫେବୃଆରୀ ମାସରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଥିବାରୁ ମାର୍ଚ୍ଚ ମାସ ଭଳି ଅନୁଭୂତ ହେଉଛି। ଏହି ସମୟରେ ସର୍ବାଧିକ ତାପମାତ୍ରା ୩୦.୯ ଡିଗ୍ରୀ ଏବଂ ସର୍ବନିମ୍ନ ୧୨.୪ ଡିଗ୍ରୀ ସେଲସିୟସ ରହିଥିଲା। ବର୍ଷା ପରେ ଏଥିରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ତେବେ ୨୨ ଫେବୃଆରୀରେ ତାପମାତ୍ରା ପୁଣି ବୃଦ୍ଧି ପାଇବା ଆଶଙ୍କା ରହିଛି। ୨୩ ଫେବୃଆରୀରେ ସର୍ବାଧିକ ତାପମାତ୍ରା ୩୨ ଡିଗ୍ରୀ ହେବ ବୋଲି ଆଇଏମ୍‌ଡି କହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.6kmh
    7 %
    Sat
    23 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ