Tuesday, March 3, 2026
30.7 C
Odisha

    ଦିଲ୍ଲୀ ଏୟାରପୋର୍ଟରେ ବଡ଼ ଦୁର୍ଘଟଣା, ଏୟାର ଇଣ୍ଡିଆ ବସରେ ଲାଗିଲା ନିଆଁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦିଲ୍ଲୀ ଏୟାରପୋର୍ଟରେ ଜଳିଲା ବସ୍ । ଦିଲ୍ଲୀ ବିମାନବନ୍ଦରରେ ଟର୍ମିନାଲ ୩ରେ ଥିବା ଏକ ବସ୍ ଜଳିଯାଇଛି । ବିମାନବନ୍ଦରର ଟର୍ମିନାଲ ୩ରେ ଏକ ଏୟାର ଇଣ୍ଡିଆ ବସରେ ନିଆଁ ଲାଗିଛି । ତୁରନ୍ତ ଘଟଣା ସ୍ଥଳରେ ଅଗ୍ନିଶମ ଟିମ ପହଞ୍ଚି ନିଆଁକୁ ଆୟତ୍ତ କରାଯାଉଛି । ତେବେ ଘଟଣା ଘଟିବା ବେଳେ କେହି ବସରେ ନଥିଲେ । ବସରେ ନିଆଁ ଲାଗିବା ବେଳର ଭିଡିଓ ଭାଇରଲ ହେଉଛି । ବସ୍ଟି ଏୟାର ଇଣ୍ଡିଆ STS ଏୟାରପୋର୍ଟ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ପରିଚାଳିତ ହେଉଥିଲା । ତେବେ ଏହି ଘଟଣାକୁ ନେଇ ଏୟାର ଇଣ୍ଡିଆ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.7 ° C
    30.7 °
    30.7 °
    13 %
    2.1kmh
    2 %
    Tue
    35 °
    Wed
    36 °
    Thu
    38 °
    Fri
    38 °
    Sat
    38 °

    ସମ୍ବନ୍ଧିତ