Sunday, October 11, 2026
22.8 C
Odisha

    ଦୁଇ ଜଣ ସାମ୍ବାଦିକଙ୍କୁ ଦୁର୍ବୁତ୍ତଙ୍କ ଆକ୍ରମଣ, କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ

    ଆଗକୁ ପଢନ୍ତୁ

    କଟକ : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ ଦୁଇ ଜଣ ସାମ୍ବାଦିକଙ୍କୁ ଦୁର୍ବୁତ୍ତ ଆକ୍ରମଣ କରିଛନ୍ତି । ଏହି ଘଟଣାଟି ମଧୁ ଗଢିଯଙ୍ଗ ଅଞ୍ଚଳରେ ଘଟିଥିବା ଦେଖିବାକୁ ମିଳିଛି । କଳିଙ୍ଗ ଟିଭିର ରିପୋର୍ଟର ଲକ୍ଷ୍ମଣ ଦାସ ଓ ନ୍ୟୂଜ ସେଭେନର କ୍ୟାମେରାମ୍ୟାନ ସଞ୍ଜୟ କୁମାର ବେହେରାଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୁତ୍ତ। ପୃର୍ବ ଶତ୍ରୁତାକୁ ନେଇ ତାଙ୍କୁ ଆକ୍ରମଣ କରାଯାଇଛି ବୋଲି ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ପହଁଚି ୨ ଜଣଙ୍କୁ ଉଦ୍ଧାର କରିବା ସହିତ ପ୍ରଥମେ ନିଶ୍ଚିନ୍ତ କୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏହି ୨ ଜଣ ସାମ୍ବାଦିକ ଆକ୍ରମଣର ଶିକାର ହେବା ପରେ କଟକ ନିଶ୍ଚିନ୍ତକୋଇଲିରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    82 %
    0.9kmh
    0 %
    Sat
    22 °
    Sun
    30 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ