Wednesday, March 4, 2026
26.6 C
Odisha

    ଧରାପଡିଲା କଇଁଛ ଗାଡି ସହ ଦୁଇ ଆସାମୀ, ୩୦୮ ଟି କଇଁଛ ଜବତ

    ଆଗକୁ ପଢନ୍ତୁ

    କାଲିମେଳା : ଧରାପଡିଲେ କଇଁଛ ଗାଡି ସହ ଦୁଇ ଆସାମୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଚେକ୍ ପଏଣ୍ଟରେ କଇଁଛ ଗାଡି ସହ ଦୁଇ ଆସାମୀକୁ ଧରିଲା ଏମ୍.ଭି-୭୯ ବନବିଭାଗ। ଆସାମୀ ଦୁଇ ଜଣ ହେଲେ ଏମ୍. ଭି-୮୮ ଗାଁର ସୁରଜ ମଲ୍ଲିକ ଓ ଏମ୍. ପି. ଭି-୮୩ ଗାଁର ଶକ୍ତି ପଦ ଗାଇନ। ବନବିଭାଗ ୩୦୮ ଟି କଇଁଛ ଜବତ କରିଛି । ଏହାର ମୂଲ୍ୟ ୩ ଲକ୍ଷରୁ ଅଧିକ ଟଙ୍କା ହୋଇପାରେ। ଏକ ମିନି ଟ୍ରକ, ଦୁଇଟି ବାଇକ୍ ଜବତ ସହ ଦୁଇ ଜଣ ଆସାମୀଙ୍କୁ କୋର୍ଟ ଚାଲାଣ କରିଛି ଏମ୍.ଭି-୭୯ ବନବିଭାଗ। ଏମ୍. ଭି-79 ରେଞ୍ଜର ରଶ୍ମି ରଞ୍ଜନ ସ୍ୱାଇଁଙ୍କ ସହ ବନବିଭାଗର କର୍ମଚାରୀ ମାନେ ଧରିବାରେ ସଫଳ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.6 ° C
    26.6 °
    26.6 °
    18 %
    2.2kmh
    5 %
    Wed
    29 °
    Thu
    37 °
    Fri
    38 °
    Sat
    38 °
    Sun
    38 °

    ସମ୍ବନ୍ଧିତ