Wednesday, April 8, 2026
37.8 C
Odisha

    ଧସିଲା କେନାଲ ବ୍ରିଜ୍ , ଯାତାୟାତ ଠପ୍

    ଆଗକୁ ପଢନ୍ତୁ

    ଜୟପୁର : ଧସିଲା କେନାଲ ବ୍ରିଜ୍ । ଯାତାୟାତ ଠପ୍ । ଜୟପୁର ଜଳସେଚନ ବିଭାଗର ସର୍ବପୁରାତନ ବ୍ରିଜଟି ଧସିଯାଇଛି । ଫଳରେ ବାରିଣୀପୁଟ ପଂଚାୟତର ଅନେକ ଗାଁକୁ ଯାତାୟତ ଠପ୍ ହୋଇଛି । ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ଜୟପୁର ସଦର ଥାନା ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.8 ° C
    37.8 °
    37.8 °
    13 %
    3.6kmh
    3 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ