Saturday, April 11, 2026
30.4 C
Odisha

    ନଦୀରେ ଖସିଲା ଆଇଟିବିପି ଯବାନ ବସ୍ , ଚାଲିଛି ଉଦ୍ଧାର କାର୍ଯ୍ୟ

    ଆଗକୁ ପଢନ୍ତୁ

    ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀର ଗାନ୍ଦରବଲ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ଏକ ବସ୍ ନଦୀରେ ଖସିପଡିଛି । ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍ ପ୍ରବଳ ବର୍ଷା ଯୋଗୁଁ କୁଲ୍ଲନରେ ସିନ୍ଧ ନଦୀରେ ଖସିପଡିଛି । ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।

    ଖବର ମୁତାବକ, ଜମ୍ମୁ କଶ୍ମୀର ଗାନ୍ଦରବଲ ଜିଲ୍ଲାରେ ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ଏକ ବସ୍ କୁଲ୍ଲନରେ ସିନ୍ଧ ନଦୀରେ ଖସିପଡିଛି । ପ୍ରବଳ ବର୍ଷା ଯୋଗୁଁ ବସଟି ନଦୀରେ ଖସିପଡିଛି । ବସରେ ଥିବା ଯବାନଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି । କିନ୍ତୁ ଏଯାଏଁ କୌଣସି ଯବାନଙ୍କ ପତ୍ତା ମିଳିନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.4 ° C
    30.4 °
    30.4 °
    14 %
    2kmh
    0 %
    Sat
    32 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ