Tuesday, October 6, 2026
28.6 C
Odisha

    ନନ୍ଦନକାନନରେ ସିଂହୀ ରେୱା ମୃତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବାରଙ୍ଗ ସ୍ଥିତ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ସୋମବାର ସିଂହୀ ରେୱାର ମୃତ୍ୟୁ ଘଟିଛି । ଗତ ୨୫ ତାରିଖରେ ରେୱା ୩ୟ ଥର ମାଆ ହୋଇଥିଲା । ଅସୁସ୍ଥତା କାରଣରୁ ୮ ବର୍ଷ ବୟସରେ ରେୱାର ମୃତ୍ୟୁ ହୋଇଛି । ରେୱାର ମୃତ୍ୟୁ ପରେ ନନ୍ଦନକାନନରେ ସିଂହୀ ସଂଖ୍ୟା ୨୩କୁ ହ୍ରାସ ପାଇଛି । ମଧ୍ୟପ୍ରଦେଶରୁ ଏହି ଏସୀୟ ସିଂହୀ ରେୱା ଆସିଥିଲା । ୩ୟ ଥର ମାଆ ହେବା ସହ ୩ଟି ଛୁଆକୁ ଜନ୍ମ ଦେଇଥିଲା ରେୱା । ୨୦୨୦ ଡିସେମ୍ବରରେ ରେୱାକୁ ମଧ୍ୟପ୍ରଦେଶରୁ ନନ୍ଦନକାନନକୁ ଅଣାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.6 ° C
    28.6 °
    28.6 °
    75 %
    0.8kmh
    1 %
    Tue
    25 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ