Tuesday, April 7, 2026
24.1 C
Odisha

    ନବବଧୂକୁ ନେଇ ପ୍ରେମିକ ଛୁ, ଶିଶୁପାଳ ହୋଇ ଫେରିଲା ବର

    ଆଗକୁ ପଢନ୍ତୁ

    ସୁବର୍ଣ୍ଣପୁର: ନବବଧୂକୁ ନେଇ ପ୍ରେମିକ ଛୁ। ବାହାଘର ପରେ ବନ୍ଧୁକ ଦେଖାଇ ଅଧାରାସ୍ତାରୁ ନେଇଗଲା ପ୍ରେମିକ । ଶିଶୁପାଳ ହୋଇ ଫେରିଲା ବର ।  ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଞ୍ଚଳରେ ଘଟଣା ଘଟିଛି ।  ବଲାଙ୍ଗିର ଜିଲ୍ଲା ବନପାଲି ଗାଁର ରିଙ୍କୁ ପୁଟେଲଙ୍କ ସହ ରଶ୍ମିଙ୍କର ବାହାଘର ହୋଇଥିଲା। କଣ୍ଟାମାଳରୁ ବାହାହୋଇ ବଲାଙ୍ଗିର କାମାକ୍ଷୀନଗର ଫେରୁଥିଲେ ନବଦମ୍ପତି ।  ଅଧାବାଟରୁ ପ୍ରେମିକ ଆସି ବନ୍ଧୁକ ଦେଖାଇ ପ୍ରେମିକାକୁ ନେଇଯାଇଛି । ଏନେଇ ତରଭା ଥାନାର ଦ୍ବାରସ୍ଥ ହୋଇଛନ୍ତି ବର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.1 ° C
    24.1 °
    24.1 °
    74 %
    1.9kmh
    1 %
    Mon
    24 °
    Tue
    36 °
    Wed
    38 °
    Thu
    38 °
    Fri
    38 °

    ସମ୍ବନ୍ଧିତ