Saturday, October 31, 2026
26 C
Odisha

    ନବବଧୂକୁ ନେଇ ପ୍ରେମିକ ଛୁ, ଶିଶୁପାଳ ହୋଇ ଫେରିଲା ବର

    ଆଗକୁ ପଢନ୍ତୁ

    ସୁବର୍ଣ୍ଣପୁର: ନବବଧୂକୁ ନେଇ ପ୍ରେମିକ ଛୁ। ବାହାଘର ପରେ ବନ୍ଧୁକ ଦେଖାଇ ଅଧାରାସ୍ତାରୁ ନେଇଗଲା ପ୍ରେମିକ । ଶିଶୁପାଳ ହୋଇ ଫେରିଲା ବର ।  ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଞ୍ଚଳରେ ଘଟଣା ଘଟିଛି ।  ବଲାଙ୍ଗିର ଜିଲ୍ଲା ବନପାଲି ଗାଁର ରିଙ୍କୁ ପୁଟେଲଙ୍କ ସହ ରଶ୍ମିଙ୍କର ବାହାଘର ହୋଇଥିଲା। କଣ୍ଟାମାଳରୁ ବାହାହୋଇ ବଲାଙ୍ଗିର କାମାକ୍ଷୀନଗର ଫେରୁଥିଲେ ନବଦମ୍ପତି ।  ଅଧାବାଟରୁ ପ୍ରେମିକ ଆସି ବନ୍ଧୁକ ଦେଖାଇ ପ୍ରେମିକାକୁ ନେଇଯାଇଛି । ଏନେଇ ତରଭା ଥାନାର ଦ୍ବାରସ୍ଥ ହୋଇଛନ୍ତି ବର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26 ° C
    26 °
    26 °
    89 %
    0.4kmh
    46 %
    Sat
    24 °
    Sun
    28 °
    Mon
    29 °
    Tue
    29 °
    Wed
    28 °

    ସମ୍ବନ୍ଧିତ