Tuesday, August 4, 2026
27.3 C
Odisha

    ନାମିବ୍ୟାଙ୍କୁ ୧୦୨ ରନରେ ହରାଇଲା ପାକିସ୍ତାନ, ସୁପର-୮ରେ କଲା ଏଣ୍ଟ୍ରି

    ଆଗକୁ ପଢନ୍ତୁ

    ଟି୨୦ ବିଶ୍ବକପ ସୁପର-୮ରେ ଏଣ୍ଟ୍ରି କଲା ପାକିସ୍ତାନ । ପାକିସ୍ତାନ ନାମିବ୍ୟାକୁ ୧୦୨ରେ ହରାଇ ସୁପର-୮ରେ ସ୍ଥାନ ପକ୍କା କରିଛି । କଲମ୍ବୋରେ ଖେଳାଯାଉଥିବା ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୯୯ ରନ କରିଥିଲା । ଆଉ ଏହାକୁ ପିଛା କରି ନାମିବ୍ୟାମାତ୍ର ୯୭ ରନ୍ କରିପରିଥିଲା । ପାକିସ୍ତାନୀ ବ୍ୟାଟ୍ସମ୍ୟାନ ସାହିବଜାଦା ଫରହାନ ଲିଗ୍ ପର୍ଯ୍ୟାୟର ଅନ୍ତିମ ମ୍ୟାଚରେ ୫୮ ବଲର ସମ୍ମୁଖୀନ ହୋଇ ଅପରାଜିତ ୧୦୦ ରନ୍ କରିଛନ୍ତି । ଟି ଯେଉଁଥିରେ ୧୧ ଚୌକା ଏବଂ ୬ ଛକା ରହିଛି ।

    ପାକିସ୍ତାନ ଏବେ ଟି୨୦ ବିଶ୍ବକପ ୨୦୨୬ରେ ସୁପର-୮ରେ ଏଣ୍ଟ୍ରି କରିଥିବା ଅଷ୍ଟମ ଏବଂ ଶେଷ ଟିମ୍ । ଭାରତ ଏବଂ ଜିମ୍ବାୱେ ସମେତ ଅନ୍ୟ ୭ଟି ଟିମ୍ ପୂର୍ବରୁ ସୁପର-୮ରେ ପ୍ରବେଶ କରିସାରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.3 ° C
    27.3 °
    27.3 °
    86 %
    0.9kmh
    100 %
    Tue
    28 °
    Wed
    31 °
    Thu
    25 °
    Fri
    28 °
    Sat
    30 °

    ସମ୍ବନ୍ଧିତ