Tuesday, October 7, 2025
22.9 C
Odisha

    ନିଆଳି ମାଧବଜୀଉ ମନ୍ଦିରରୁ ଶ୍ରୀ କ୍ଷେତ୍ର ଆସିଛି ମହାପ୍ରଭୁଙ୍କ ଲାଗି ଅଣସର ଫଳ ଭାର

    ଆଗକୁ ପଢନ୍ତୁ

    ପୁରୀ : ନିଆଳି ମାଧବଜୀଉ ମନ୍ଦିରରୁ ଶ୍ରୀ କ୍ଷେତ୍ର ଆସିଛି ମହାପ୍ରଭୁଙ୍କ ଲାଗି ଅଣସର ଫଳ ଭାର । ମହାପ୍ରଭୁ ଶ୍ରୀଜଗନ୍ନାଥ ଅତ୍ୟଧିକ ସ୍ନାନ କରି ଜ୍ୱରରେ ପୀଡ଼ିତ ଥିବା ବେଳେ ମହାପ୍ରଭୁଙ୍କ ଲାଗି ବିଭିନ୍ନ ପ୍ରକାରର ଫଳ ଭାର ଆଣିଛନ୍ତି ଭକ୍ତ । ଏହାଛଡା କାକଟପୁର, ଦେଉଳି ମଠରୁ ମଧ୍ୟ ଆସିଛି ଅଣସର ଫଳ ଭାର।

    ବଡ଼ ଦାଣ୍ଡରେ ଏକ ପଟୁଆରରେ ସଂକୀର୍ତନ କରି ମହାପ୍ରଭୁଙ୍କ ଶ୍ରୀ ମନ୍ଦିରକୁ ଯାଇଛି ଅଣସର ଫଳ ଭାର । ଆମ୍ବ, ସପୁରି, ସେଓ, କଦଳୀ, ପଣସ, ଆଦି ଫଳ ମହାପ୍ରଭୁଙ୍କ ନିମନ୍ତେ ନିଆଳି ମାଧବଜୀଉ ମନ୍ଦିର ପକ୍ଷରୁ ଆସିଛି । ମହାପ୍ରଭୁ ଆଜି ଦଶ ମୂଳ ସେବନ କରି ସମ୍ପୂର୍ଣ ଜ୍ୱରରୁ ସୁସ୍ଥ ହୋଇ ଫଳ ଆହାର କରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.9 ° C
    22.9 °
    22.9 °
    94 %
    1.1kmh
    99 %
    Tue
    29 °
    Wed
    28 °
    Thu
    29 °
    Fri
    28 °
    Sat
    27 °

    ସମ୍ବନ୍ଧିତ