Friday, July 31, 2026
24.2 C
Odisha

    ନୂଆ ବର୍ଷ ପାଇଁ ପୁରୀରେ ଲାଗିଲାଣି ଭିଡ଼, ମୁତୟନ ହେବେ ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ

    ଆଗକୁ ପଢନ୍ତୁ

    ପୁରୀ : ନୂଆ ବର୍ଷ ପାଇଁ ପୁରୀରେ ଲାଗିଲାଣି ଭିଡ଼ । ନୂଆ ବର୍ଷ ଦିନ ଶ୍ରୀମନ୍ଦିର ଏବଂ ପୁରୀ ସମୁଦ୍ର ବେଳାଭୂମିରେ ସାଢ଼େ ୩ ଲକ୍ଷରୁ ୪ ଲକ୍ଷଙ୍କ ବିଶାଳ ସମାଗମ ହେବା ଅନୁମାନ କରାଯାଉ । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରି ଦେଇଛି । କେନ୍ଦ୍ରାଞ୍ଚଳ ଡିଆଇଜି ନୂଆ ବର୍ଷ ପାଇଁ ବ୍ୟାପକ ସୁରକ୍ଷା ଏବଂ ଟ୍ରାଫିକ୍ ପରିଚାଳନା ଢାଞ୍ଚାକୁ ଚୂଡ଼ାନ୍ତ କରିଛନ୍ତି । ମୁତୟନ ହେବେ ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ । ଏଥିରେ ୧୦ ଜଣ ଅତିରିକ୍ତ ଏସପି, ୩୩ ଜଣ ଡିଏସପି ଏବଂ ୬୨ ଜଣ ଇନ୍ସପେକ୍ଟରଙ୍କ ସମେତ ମୋଟ ୨୪୫ ଜଣ ସବ୍-ଇନ୍ସପେକ୍ଟର ତଦାରଖ କରୁଛନ୍ତି । ଏହାସହ ଜରୁରୀ ପରିସ୍ଥିତି ପାଇଁ ଓଡ୍ରାଫ୍ ଏବଂ ସମୁଦ୍ର କୂଳରେ ଲାଇଫଗାର୍ଡମାନଙ୍କୁ ନିୟୋଜିତ କରାଯାଇଛି।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.2 ° C
    24.2 °
    24.2 °
    95 %
    1.8kmh
    96 %
    Fri
    30 °
    Sat
    31 °
    Sun
    31 °
    Mon
    30 °
    Tue
    31 °

    ସମ୍ବନ୍ଧିତ