Sunday, April 12, 2026
24.1 C
Odisha

    ପଥର ବୋଝେଇ ଡମ୍ପର ଜବତ କଲା ତହସିଲଦାର

    ଆଗକୁ ପଢନ୍ତୁ

    ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ତହସିଲ କାର୍ଯ୍ୟାଳୟ ସମ୍ମୁଖରୁ ଏକ ବେଆଇନ ପଥର ବୋଝେଇ ଡମ୍ପର ଜବତ ହୋଇଛି। ସୋର ତହସିଲଦାର ଜବତ କରି ଏହାକୁ ସୋର ଥାନାରେ ଜିମା ଦେଇଛନ୍ତି।ଆଜି ଅପରାହ୍ନରେ ସୋର ତହସିଲଦାର ସେକ ସାଗିର ଏହି ସ୍ଥାନରେ ବାଗୁଡ଼ି ଖାଦାନରୁ ପଥର ବୋଝେଇ କରି ଆସୁଥିବା ଡମ୍ପର ଗୁଡିକର କାଗଜପତ୍ର ଯାଞ୍ଚ କରିଥିଲେ। ଏହି ସମୟରେ ଡମ୍ପର (ଓଆର ୧୫ କ୍ୟୁ ୬୮୪୩) ବେଆଇନ ଭାବେ ପଥର ପରିବହନ କରୁଥିବା ଜଣାପଡ଼ିଥିଲା। ତହସିଲଦାର ଡମ୍ପରକୁ ଜବତ କରି ସୋର ପୁଲିସ ନିକଟରେ ଜିମା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.1 ° C
    24.1 °
    24.1 °
    17 %
    1.4kmh
    0 %
    Sun
    40 °
    Mon
    41 °
    Tue
    42 °
    Wed
    44 °
    Thu
    43 °

    ସମ୍ବନ୍ଧିତ