Wednesday, October 7, 2026
30.3 C
Odisha

    ପଦାର୍ଥ ବିଜ୍ଞାନରେ ଜନ୍ ହୋପଫିଲଡ ଓ ଜିଓଫ୍ରେ ହିଣ୍ଟନଙ୍କୁ ନୋବେଲ

    ଆଗକୁ ପଢନ୍ତୁ

    ଆମେରିକୀୟ ବୈଜ୍ଞାନିକ ଜନ୍ ହୋପଫିଲ୍ଡ ଏବଂ ବ୍ରିଟେନ-କାନାଡିୟ ବୈଜ୍ଞାନିକ ଜିଓଫ୍ରେ ହିଣ୍ଟନଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ମିଳିଛି। ଏହି ଦୁଇ ବୈଜ୍ଞାନିକ ମେଶିନ୍ ଲର୍ଣିଂର ମୂଳଦୁଆ ପକାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ଏବଂ ଉଦ୍ଭାବନ କରିଥିଲେ, ଯେଉଁଥିପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ। କୁତ୍ରିମ ବୁଦ୍ଧିମତାର ଗ୍ରାଣ୍ଡଫାଦର ବୋଲି ବିବେଚନା କରାଯାଏ। ଗୁଗଲ୍ ରୁ ସେ ଚାକିରି ଛାଡିବା ସମୟର ବଡ଼ ଚର୍ଚ୍ଚା ସୃଷ୍ଟି କରିଥିଲା। ତେବେ ସେ ଆବିଷ୍କାର କରିଥିବା କୁତ୍ରିମ ବୁଦ୍ଧିମତା ସମାଜ ଉପରେ କିପରି ଏହାର ନକାରାତ୍ମକ ପ୍ରଭାବ ପକାଇବ ସେ କହିଥିଲେ। ନୋବେଲ ପୁରସ୍କାର ଘୋଷଣା ପରେ କାଲିଫର୍ଣ୍ଣିଆର ଏକ ହୋଟେଲରୁ ନୋବେଲ ସାମ୍ବାଦିକ ସମ୍ମିଳନୀରେ ଫୋନ ମାଧ୍ୟମରେ ହିଣ୍ଟନ କହିଛନ୍ତି, ”ଆମଠାରୁ ଅଧିକ ଚତୁର ଜିନିଷ କ’ଣ ହୋଇପାରେ ତାହା ଉପରେ ଆମର କୌଣସି ଅଭିଜ୍ଞତା ନାହିଁ।”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    57 %
    0.7kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ