Friday, May 15, 2026
40.3 C
Odisha

    ପରସ୍ପର ଧକ୍କା ହେଲେ ୩ଟି ଗାଡ଼ି: ୩୨ ଯାତ୍ରୀ ଆହତ

    ଆଗକୁ ପଢନ୍ତୁ

    ଗୁଜରାଟରେ ଘଟିଯାଇଛି ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା । ଗୋଟିଏ ବସ୍ ସମେତ ୩ଟି ଗାଡ଼ି ପରସ୍ପର ଧକ୍କା ହୋଇଛନ୍ତି । ଫଳରେ ଘଟଣାସ୍ଥଳରେ ୩୨ ଯାତ୍ରୀ ଆହତ ହେବା ସହ ୬ ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି । ୩ଟି ଗାଡ଼ି ମଧ୍ୟରୁ ଗୋଟିଏ ବସ୍ ରହିଥିବା ବେଳେ ଅନ୍ୟ ଦୁଇଟି ଛୋଟ ଗାଡ଼ି ରହିଥିଲା । ବନାସକାଂଠା ମେଂଅମ୍ବାଜୀ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ଦନ୍ତା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗମ୍ଭୀର ଥିବା ଯାତ୍ରୀଙ୍କୁ ପାଲମପୁର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    40.3 ° C
    40.3 °
    40.3 °
    19 %
    0.4kmh
    80 %
    Fri
    40 °
    Sat
    42 °
    Sun
    42 °
    Mon
    46 °
    Tue
    47 °

    ସମ୍ବନ୍ଧିତ