Friday, October 2, 2026
22.9 C
Odisha

    ପାକିସ୍ତାନ ପରୀକ୍ଷା କଲା ଫତା-୪ କ୍ଷେପଣାସ୍ତ୍ର

    ଆଗକୁ ପଢନ୍ତୁ

    ଇସଲାମାବାଦ  : ପାକିସ୍ତାନ ସେନାର ରକେଟ୍ ଫୋର୍ସ କମାଣ୍ଡ ଗୁରୁବାର ଫତା-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରିଛି। ଏହି କ୍ଷେପଣାସ୍ତ୍ରର ଲକ୍ଷଭେଦ କ୍ଷମତା ଅଧିକ ରହିଛି। ପାକିସ୍ତାନ ସେନାର କହିବା ଅନୁଯାୟୀ ଏହି କ୍ଷେପଣାସ୍ତ୍ର ୭୫୦ କିମି ଦୂରକୁ ଲକ୍ଷ୍ୟଭେଦ କରିପାରିବ। ଏହା ସୁପରସୋନିକ ବେଗରେ ଗତି କରିବା ସହିତ ରେଡାରକୁ ଚକ୍‌ମା ଦେଇପାରିବ। ଏହା ୩୩୦ କିଲୋ ଓଜନର ଯୁଦ୍ଧାସ୍ତ୍ର ପରିବହନ କରିପାରିବ। ଏହାର ବେଗ ମାକ୍‌ ୦.୭। ପାକିସ୍ତାନ ଏହାକୁ ଚୀନର କ୍ଷେପଣାସ୍ତ୍ର ଜ୍ଞାନକୌଶଳ ବ୍ୟବହାର କରି ନିର୍ମାଣ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ