Tuesday, August 11, 2026
24.2 C
Odisha

    ପାଠ୍ୟପୁସ୍ତକରେ ତ୍ରୁଟି; ସ୍କୁଲକୁ ଯିବ ସଂଶୋଧିତ କପି, ଅଭିଭାବକଙ୍କୁ ବି ଦିଆଯିବ ସୂଚନା

    ଆଗକୁ ପଢନ୍ତୁ

    ବହିରେ ତ୍ରୁଟି, ପାଠ ପଢ଼ିବେ ଅଭିଭାବକ । ସ୍କୁଲଗୁଡ଼ିକୁ ଦିଆଯିବ ସଂଶୋଧିତ କପି । ସଂଶୋଧିତ କପି ଆଧାରରେ ପାଠ ପଢିବେ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀ ତ ପାଠ ପଢିବେ ତାସହ ଅଭିଭାବକ ମାନଙ୍କୁ ମଧ୍ୟ ସଂଶୋଧିତ ପାଠ୍ୟକ୍ରମ ବିଷୟରେ ଅବଗତ କରାଯିବ। କାରଣ ସ୍କୁଲରେ ଶିକ୍ଷକ ପାଠ ପଢେଇବେ କିନ୍ତୁ ଘରେ ଅଭିଭାବକମାନେ ହିଁ ପିଲାଙ୍କୁ ଗାଇଡ଼ କରିବେ । ତେଣୁ ଅଭିଭାବକଙ୍କୁ ଡାକି ତ୍ରୁଟି ସଂଶୋଧନ ବିଷୟରେ ସଚେତନ କରାଯିବ ବୋଲି କହିଛନ୍ତି ଭୁବନେଶ୍ବର ୟୁନିଟ-୮ ଇ-କଲୋନୀ ସରକାରୀ ସ୍କୁଲ ପ୍ରଧାନଶିକ୍ଷକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    92 %
    1.5kmh
    96 %
    Tue
    30 °
    Wed
    30 °
    Thu
    29 °
    Fri
    30 °
    Sat
    29 °

    ସମ୍ବନ୍ଧିତ