Monday, September 28, 2026
27.5 C
Odisha

    ପାଣିରେ ବୁଡି ୩ ଦଶମ ଶ୍ରେଣୀ ଛାତ୍ର ମୃତ, ୩ ଛାତ୍ର କୋରାପୁଟ ନବୋଦୟ ବିଦ୍ୟାଳୟର

    ଆଗକୁ ପଢନ୍ତୁ

    ପାଣିରେ ବୁଡି ୩ ଦଶମ ଶ୍ରେଣୀ ଛାତ୍ର ମୃତ । କୋଲାବ ଜଳ ଭଣ୍ଡାରରେ ବୁଡି ୩ ଛାତ୍ରଙ୍କ ମୃତ୍ୟୁ ଘଟିଛି । ୩ ଛାତ୍ର କୋରାପୁଟ ପିଏମ ଶ୍ରୀ ନବୋଦୟ ବିଦ୍ୟାଳୟର । ସମସ୍ତ ଛାତ୍ରମାନେ ଦଶମ ପରୀକ୍ଷା ଦେଇସାରିଥିଲେ । ତେବେ କଣ ପାଇଁ ସେମାନେ ନଦୀକୁ ଯାଇଥିଲେ ଜଣାପଡିନାହିଁ ।  ତିନି ଜଣ ମେଡିକାଲରେ ମୃତ ଘୋଷିତ  I  ମୃତ ଛାତ୍ରମାନେ ହେଲେ ସ୍ୱସ୍ତିକ ହାଲୱା, ଲିଙ୍ଗରାଜ ଖିଲ ଓ ଓମ୍ ପ୍ରକାଶ । କୋରାପୁଟ ଟାଉନ ଥାନା ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ ଜାରି ରଖିଛି  I

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    75 %
    2.2kmh
    7 %
    Mon
    29 °
    Tue
    30 °
    Wed
    29 °
    Thu
    30 °
    Fri
    31 °

    ସମ୍ବନ୍ଧିତ