Tuesday, September 17, 2024
24.1 C
Odisha

    ପାଦ ତଳେ ରସୁଣ ଛେଚି ରଗଡିବାର କାରଣ

    ଆଗକୁ ପଢନ୍ତୁ

    ରସୁଣ ଔଷଧୀୟ ଗୁଣରେ ଭରପୁର ଅଟେ, ଏହା ଆମେ ସମସ୍ତେ ଜାଣିଛୁ l ଆମର ସାଧାରଣ ଭାବରେ ଧାରଣା ରହିଥାଏ ଯେ ରସୁଣ ସେବନ ଦ୍ୱାରା ଥଣ୍ଡା କମିବାରେ ସାହାଯ୍ୟ ମିଳିଥାଏ , କିନ୍ତୁ ରସୁଣ ହେଉଛି ଗୋଟିଏ ପ୍ରାକୃତିକ ଔଷଧ  ଯାହା ଅନେକ ଗୁଡ଼ିଏ ରୋଗ ଭ କରିଥାଏ।ରସୁଣକୁ ପାଦ ତଳେ ଘଷିବା ଦ୍ୱାରା ଅନେକ ପ୍ରକାର ଲାଭ ମିଳିଥାଏ l କଣ ଆପଣ ଜାଣିଛନ୍ତି ରସୁଣକୁ ପାଦ ତଳେ ରଗଡିବା ଦ୍ୱାରା ସ୍କିନ ମାଧ୍ୟମରେ ଶରୀର ମଧ୍ୟକୁ ଯାଇ ବ୍ଲଡ଼ ସୁଗାର କଣ୍ଟ୍ରୋଲ , କୋଳେଷ୍ଟ୍ରାଲ କଣ୍ଟ୍ରୋଲ ଓ ରକ୍ତଚାପକୁ ସନ୍ତୁଳିତ ରଖିଥାଏ l

    ନିକଟରେ ବଲିଉଡ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଗୋଟିଏ ସୁଟିଙ୍ଗ ସେଟ ରେ ଥିବା ସମୟ ରେ ପାଦ ତଳେ ରସୁଣ ରଗଡି ଥିଲେ l ଯାହାକି ଖୁବ ଭାଇରାଲ ହୋଇଥିଲା , କାହିଁକିନା ପ୍ରିୟଙ୍କାଙ୍କ ଗୋଡ଼ରେ ଆଘାତ ଲାଗିଥିଲା l

    ପାଦ ତଳେ ରସୁଣ ରଗଡିବାର ଲାଭ –
    ଗଣ୍ଠି ଯନ୍ତ୍ରଣା ଓ ମାଂଶପେସି ପାଇଁ ଲାଭ ଦାୟକ ହୋଇଥାଏ ରସୁଣ ପାଦ ତଳରେ ରଗଡିବା ଦ୍ୱାରା l ଏହା ଗଣ୍ଠି ଫୁଲାକୁ ହ୍ରାସ କରିବା ଦ୍ୱାରା ଓ ଗଣ୍ଠି ଯନ୍ତ୍ରଣା ସହିତ ମାଂସ ପେଷି ଯନ୍ତ୍ରଣାରୁ ଆରାମ ମିଳିଥାଏ l ନିୟମିତ ରସୁଣକୁ ତଳିପାଦରେ ଘଷନ୍ତୁ l
     ବର୍ଷା ଦିନରେ ପାଦରେ ବିଭିନ୍ନ ପ୍ରକାରର ଫଙ୍ଗାଲ ଇନଫେକ୍ସନ ଦେଖାଯାଇଥାଏ l ଏଣୁ ନିୟମିତ ରସୁଣ ପାଦ ତଳେ ରଗଡିବା ଦ୍ୱାରା ଇନଫେକ୍ସନରୁ ଆରାମ ମିଳିଥାଏ l

    ବର୍ଷା ଦିନରେ ବର୍ଷାରେ ଓଦା ହେବା ଦ୍ୱାରା ସର୍ଦି କାଶ ଭଳି ସମସ୍ୟା ଦେଖାଯାଇଥାଏ l ତେଣୁ ଏମିତି ସ୍ଥିତିରେ ପାଦତଳେ ନିୟମିତ ରସୁଣକୁ ମାଲିସ କରିବା ଦ୍ୱାରା ସର୍ଦି କାଶରୁ ଆରାମ ମିଳିଥାଏ l

    ଯଦି ଆପଣ ହାଇ ବ୍ଲଡ଼ ସୁଗାରରେ ପୀଡିତ ଥାଆନ୍ତି ତେବେ କିଛି ରସୁଣକୁ ଛେଚି ପାଦ ତଳେ ରଗଡ଼ନ୍ତୁ l ଏହାଦ୍ୱାରା ବ୍ଲଡ଼ ସୁଗାର ହ୍ରାସ ହୋଇଥାଏ  l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.1 ° C
    24.1 °
    24.1 °
    86 %
    2.4kmh
    100 %
    Mon
    24 °
    Tue
    29 °
    Wed
    29 °
    Thu
    30 °
    Fri
    28 °

    ସମ୍ବନ୍ଧିତ