Thursday, July 2, 2026
29.2 C
Odisha

    ପିସି ବ୍ରିଜରୁ ପଡି ଭିସୁଟ ଛାତ୍ରଙ୍କ ମୃତ୍ୟୁ, ପୋଲିସ ତଦନ୍ତ ଆରମ୍ଭ

    ଆଗକୁ ପଢନ୍ତୁ

    ସମ୍ବଲପୁର   :    ଭିସୁଟ ମେକାନିକାଲ ବିଭାଗର ଶେଷ ବର୍ଷର ଜଣେ ଛାତ୍ର ପିସି ବ୍ରିଜରୁ ପଡି ମୃତ  l  ଘଟଣା ଘଟିଛି ଗତକାଲି ରାତି ପ୍ରାୟ 12 ଟା ସମୟରେ  l  ପିସି ବ୍ରିଜ ତଳୁ ମୃତଦେହକୁ ଉଦ୍ଧାର କରିଛି ବୁର୍ଲା ପୋଲିସ  l  ମୃତ ଛାତ୍ର ଜଣକ ହେଲେ ଯାଜପୁରର ଅଂଜନେୟ ଦାସ  l  ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି  l  ସେପଟେ ଅଞ୍ଜନେୟ ଏକା ଥିଲେ ନା ତାଙ୍କ ସହ ଆଉ କିଏ ଥିଲେ ତାହା ଜଣାପଡ଼ିନାହିଁ  l  ବହୁ ପୂର୍ବରୁ ଭିସୁଟ କର୍ତ୍ତୃପକ୍ଷ  ରାତି 10 ଟା ପରେ କେହି ବାହାରକୁ ନଯିବା ପାଈଁ ନୋଟିସ ଜାରି କରିଛନ୍ତି  l  ଏହା ସତ୍ୱେ ସେ କାହିଁକି ଏତେ ରାତିରେ ବାହାରକୁ ଯାଇଥିଲେ ସେନେଇ ପ୍ରଶ୍ନ ଉଠୁଛି  l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.2 ° C
    29.2 °
    29.2 °
    76 %
    2.5kmh
    100 %
    Thu
    28 °
    Fri
    29 °
    Sat
    28 °
    Sun
    25 °
    Mon
    25 °

    ସମ୍ବନ୍ଧିତ