Saturday, June 20, 2026
37 C
Odisha

    ପୀତବାସ ପଣ୍ଡା ହତ୍ୟା ମାମଲା, ପୋଲିସ ହାତରେ ଆଉ ଜଣେ ଅଭିଯୁକ୍ତ ସୁନୀଲ ହୋତା

    ଆଗକୁ ପଢନ୍ତୁ

    ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସ ହାତରେ ଆଉ ଜଣେ ଅଭିଯୁକ୍ତ ସୁନୀଲ ହୋତା । ହତ୍ୟାକାଣ୍ଡ ଘଟାଇବା ପରେ ଅନ୍ୟତମ ଅଭିଯୁକ୍ତ ଉମା ବିଷୋୟୀ ଓ ଗୁଳି ଫୁଟାଇଥିବା ଅଭିଯୁକ୍ତ କୁରୁପତି ଭୂୟାଁ ଜୟପୁରରେ ଥିବା ସୁନୀଲଙ୍କ ଫାର୍ମ ହାଉସରେ ୪ ଦିନ ଧରି ରହିଥିଲେ ।  ଉଭୟେ ଫେରାର ଥିବା ବେଳେ ଜୟପୁରରୁ ଉଠାଇଥିବା ସୁନୀଲଙ୍କୁ ପୋଲିସ ଆଜି କୋର୍ଟ ଚାଲାଣ କରିପାରେ ।

    ଗତକାଲି ପୋଲିସ ଏହି ହତ୍ୟା ମାମଲାରେ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେମାନେ ବ୍ରହ୍ମପୁର ମଣ୍ଡଳ କାରାଗାର ର ଭିନ୍ନ ଭିନ୍ନ ୱାର୍ଡ ରେ ରହୁଛନ୍ତି ।  ସେପଟେ ବିକ୍ରମ ପଣ୍ଡାଙ୍କ ଗିରଫ ପ୍ରତିବାଦରେ ବିଜେଡି ଗଞ୍ଜାମ ଶାଖା ପକ୍ଷରୁ ଆଜି ଅପରାହ୍ନରେ ଶାନ୍ତି ପୂର୍ଣ୍ଣ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହେବ।  ସେହିପରି ଦିନ ୧୧ଟାରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    37 ° C
    37 °
    37 °
    35 %
    2.8kmh
    80 %
    Sat
    38 °
    Sun
    34 °
    Mon
    35 °
    Tue
    38 °
    Wed
    41 °

    ସମ୍ବନ୍ଧିତ