Saturday, June 20, 2026
37.1 C
Odisha

    ଆଗକୁ ଦୁଇ ଦୁଇଟି ଲଘୁଚାପ ସମ୍ଭାବନା, ବାତ୍ୟାର ରୂପ ନେବକି ନାହିଁ ତାହା ଆକଳନ କରିବା ସମ୍ଭବ ନୁହେଁ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଗକୁ ଦୁଇ ଦୁଇଟି ଲଘୁଚାପ ସମ୍ଭାବନା । କିନ୍ତୁ ବାତ୍ୟାର ରୂପ ନେବକି ନାହିଁ ତାହା ଏବେଠୁ ଆକଳନ କରିବା ସମ୍ଭବ ନୁହେଁ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ଗତିପଥ, ପ୍ରଭାବ ଓ ବିଭିନ୍ନ ମଡେଲକୁ ଅନୁଧ୍ୟାନ ପରେ ବାତ୍ୟାର ଆକଳନ କରାଯାଇପାରିବ । ସମ୍ଭାବ୍ଯ ଲଘୁଚାପର ତୀବ୍ରତା ଓ ବାତ୍ୟା ଆକଳନ ନେଇ ଏହା କହିଛନ୍ତି ବରିଷ୍ଠ ପାଣିପାଗ ବିଜ୍ଞାନୀ ଡିଆର ପଟ୍ଟନାୟକ । ଭାରତୀୟ ପାଣିପାଗ କେନ୍ଦ୍ର ସମସ୍ତ ସ୍ଥିତି ଉପରେ ନଜର ରଖିଥିବା ସେ କହିଛନ୍ତି । ତେବେ ଓଡିଶାବାସୀ ବାତ୍ୟାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ଡିଆର ପଟ୍ଟନାୟକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    37.1 ° C
    37.1 °
    37.1 °
    31 %
    3.2kmh
    91 %
    Sat
    38 °
    Sun
    34 °
    Mon
    35 °
    Tue
    38 °
    Wed
    41 °

    ସମ୍ବନ୍ଧିତ